Below header
Browsing Tag

EAST ZONE DEAF CRICKET

ପୂର୍ବାଞ୍ଚଳ ବଧିର କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଚାମ୍ପିଅନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ତୃତୀୟ ପୂର୍ବାଞ୍ଚଳ ବଧିର କ୍ରିକେଟ୍‌ ପ୍ରତିଯୋଗିତାରେ ଚାମ୍ପିଅନ୍‌ ହୋଇଛି ଓଡ଼ିଶା ଦଳ । ଫାଇନାଲ୍‌ରେ ପଶ୍ଚିମବଙ୍ଗକୁ ୭୦ ରନ୍‌ରେ ପରାସ୍ତ କରି ବିଜୟୀ ହେବା ସହ ସର୍ବଭାରତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛି । ଓଡ଼ିଶା ବଧିର କ୍ରୀଡ଼ା ପରିଷଦ…