Browsing Tag

Eco retreat

ଆରମ୍ଭ ହେଲା ଇକୋ-ରିଟ୍ରିଟ୍‌‌, ପ୍ରଥମ ପର୍ଯ୍ୟାୟରେ ୪ଟି ସ୍ଥାନରେ ଉପଭୋଗ କରିବେ ପର୍ଯ୍ୟଟକ

ଭୁବନେଶ୍ୱର (କେନ୍ୟୁଜ): ଏ ବର୍ଷର ବହୁପ୍ରତୀକ୍ଷିତ ଇକୋ-ରିଟ୍ରିଟ୍‌ ଗତକାଲି ଠାରୁ ଆରମ୍ଭ ହୋଇଛି। ପ୍ରକୃତି କୋଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ । ତା ସହ ଜଳ କ୍ରୀଡ଼ାର ନେବେ ମଜା । ସମୁଦ୍ର ବେଳା ବିସ୍ତୀର୍ଣ୍ଣ ବାଲୁକାରେ ଅତ୍ୟାଧୁନିକ କ୍ୟାମ୍ପ ସହ ମିଳିବ ଷ୍ଟାର୍…

କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌ , ୩ଟି ନେଚର୍‌ କ୍ୟାମ୍ପକୁ ମିଳିଲା ମଞ୍ଜୁରୀ

(କେନ୍ୟୁଜ): କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌ । ୧୦ ନୂଆ ଇକୋ ରିଟ୍ରିଟ୍‌ ସହ ୩ଟି ନେଚର୍‌ କ୍ୟାମ୍ପକୁ ମିଳିଛି ମଞ୍ଜୁରୀ । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । କୋରାପୁଟର ଦେଓମାଳି ପାହାଡ଼, କଳାହାଣ୍ଡିର…

ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଜମୁଛି ଇକୋ ରିଟ୍ରିଟ୍, ତମ୍ବୁ ତଳେ ରାତି ବିତାଇବା ସହ ଭାସମାନ ରେଷ୍ଟୁରାଣ୍ଟର ମଜା…

ରାଜନଗର: ରାଜ୍ଯରେ ଜାରି ରହିଛି ଶୀତର ଲହରୀ। ଏହି ଅବସରରେ ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଚାଲିଛି ପଯ୍ଯଟନର ଋତୁ। ବିଶେଷ ଭାବେ ପର୍ଯ୍ୟଟକ ମାନେ ଏହି ଭିତରକନିକାରେ ପରିଭ୍ରମଣ ଓ ଜଳଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ତେବେ ଚଳିତ ବର୍ଷ  ଭିତରକନିକାର ନଳିତା ପାଟିଆ ଠାରେ ଆରମ୍ଭ ହୋଇଥିବା…

କନ୍ଧମାଳରେ ଜମୁଛି ଇକୋ ରିଟ୍ରିଟ୍‌, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ

କନ୍ଧମାଳ: କନ୍ଧମାଳରେ ଜମୁଛି ଇକୋ ରିଟ୍ରିଟ୍‌ । ପ୍ରଥମ ରାତିରେ ଖୁବ୍‌ ମଜା ନେଇଛନ୍ତି ପର୍ଯ୍ୟଟକ । ଉଦ୍‌ଘାଟନୀ ପରେ ୧୭ଟି ଅନ୍‌ଲାଇନ୍‌ରେ ବୁକିଙ୍ଗ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସି ରାତିରେ ରହିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପଞ୍ଚତାରକା ହୋଟେଲର…

ଆଜିଠାରୁ ରାଜ୍ୟର ୫ଟି ସ୍ଥାନରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌, ଭିଡିଓ କନଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍‌: ଓଡ଼ିଶାରେ ଇକୋ ରିଟ୍ରିଟ୍ର ମଜା । ଆଜିଠାରୁ ରାଜ୍ୟର ୫ଟି ସ୍ଥାନରେ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍‌। ପଞ୍ଚତାରକା ହୋଟେଲ ସମେତ ଭାସମାନ ରେଷ୍ଟୁରାଣ୍ଟରେ ବସି ଖାଇବାର ଅନୁଭୂତି ନେଇପାରିବେ । କୋଣାର୍କ ମେରାଇନ ଡ୍ରାଇଭ ସମେତ ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଏବଂ ସାତକୋଶିଆରେ…