Browsing Tag

eid ul juha

ଆନନ୍ଦ ଉଲ୍ଲାସରେ ପାଳନ ହେଉଛି ପବିତ୍ର ଇଦ୍-ଉଲ-ଜୁହା ପର୍ବ, ରଙ୍ଗିନ ଆଲୋକ ମାଳାରେ ସଜେଇ ହୋଇଛି କଟକ ସହର

କଟକ: ଆଜି ପବିତ୍ର ଇଦ୍ ଉଲ୍ ଜୁହା । ଭାଇଚାରାର ସହର କଟକରେ ଆଜି ମୁସଲମାନ ସମ୍ପ୍ରଦାୟର ଲୋକେ ପବିତ୍ର ଇଦ୍-ଉଲ-ଜୁହା ପର୍ବ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଯାହା ବକ୍ରି ଇଦ ଭାବେ ମଧ୍ୟ ବେଶ ଜଣାଶୁଣା। ଏଥିପାଇଁ କଟକ ସହରରେ ଥିବା ବିଭିନ୍ନ ସାହି ଓ ମସଜିଦମାନଙ୍କୁ ରଙ୍ଗିନ ଆଲୋକ…

ଶ୍ରୀନଗର: ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହେଲା ଇଦ୍ ପ୍ରାର୍ଥନା, ବାରମୂଳାରେ ଏକତ୍ରିତ ହେଲେ ୧୦ହଜାର ଲୋକ

ଜମ୍ମୁ କଶ୍ମୀର : ଗୃହ ମନ୍ତ୍ରାଳୟର ପ୍ରବକ୍ତାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି, ଅନନ୍ତନାଗ, ବାରମୂଳା, ବଡଗାମ,ବାନ୍ଦିପୋରା ସମେତ ସବୁ ସ୍ଥାନୀୟ ମସଜିଦରେ ବିନା କୌଣସି ଅଘଟଣରେ ଶାନ୍ତିପୂର୍ଣ୍ଣ ସହିତ ପ୍ରାର୍ଥନା କରାଯାଇଛି। ବାରମୂଳାର ଓଲ୍ଡ ଟାଉନ୍ ସ୍ଥିତ ଜମିୟା…

ରାତି ପାହିଲେ ଇଦ୍‌-ଉଲ୍‌-ଫିତର : ଲଚ୍ଛା ଦୋକାନ,ଡ୍ରେସ ଓ ଜୋତା ଦୋକାନରେ ଜମୁଛି ଲୋକଙ୍କ ଭିଡ଼

ଆଜି ସରୁଛି ରମଜାନ୍‌ ମାସ। ରାତି ପାହିଲେ ଇଦ୍‌-ଉଲ୍‌-ଫିତର। ଇଦ୍‌ ପାଇଁ ଏବେ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳ। ବିଭିନ୍ନ ଲଚ୍ଛା ଦୋକାନ, ଡ୍ରେସ, ଲୁଗା ଓ ଜୋତା ଦୋକାନରେ ଜମୁଛି ଲୋକଙ୍କ ଭିଡ଼। ଚାଲିଛି ନମାଜ ପାଠ। ବଡ ଲୋକଙ୍କଠୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ସମସ୍ତେ…

ଆଜି ପବିତ୍ର ଇଦ୍-ଉଲ-ଜୁହା

ଭଦ୍ରକ (କେନ୍ଯୁଜ୍) : ଆଜି ପବିତ୍ର ଇଦ୍-ଉଲ-ଜୁହା। ସକାଳୁ ସମୁହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ଭିଡ ଲାଗିଛି। ପରସ୍ପରକୁ ଇଦ୍ ମୁବାରକ ଜଣାଉଛନ୍ତି ମୁସଲିମ ଧର୍ମାବଲମ୍ବୀ । ଭଦ୍ରକରେ ପବିତ୍ର ଇଦ୍-ଉଲ-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ…