Below header
Browsing Tag

elephant teeth

ସୁନା ଠାରୁ ମଧ୍ୟ ମହଙ୍ଗା ଏହି ଜିନିଷର ଅଳଙ୍କାର, ଜାଣନ୍ତୁ କ’ଣ?

ଅଳଙ୍କାର ସମ୍ବନ୍ଧୀୟ କଥା ଆସିଲେ ଆପଣଙ୍କ ମନରେ ପ୍ରଥମେ ନିଶ୍ଚୟ ସୁନା କିମ୍ବା ହୀରା ଆସୁଥିବ। କଣ ଆପଣ ଜାଣିଛନ୍ତି କି, ଅଳଙ୍କାର ତିଆରି କରିବା ପାଇଁ ଆଉ ଏକ ଜିନିଷ ମଧ୍ୟ ଅଛି । ବିଦେଶରେ ଏହି କାରବାର ବହୁତ ପରିମାଣରେ କରାଯାଏ । କିନ୍ତୁ ଭାରତରେ ଏହା ବେଆଇନ ଅଟେ । ଭାରତରେ ଲୋକ ଏହି…

ପାଇଖାନା ପାଇପ୍‌ ଭିତରୁ ଜବତ ହେଲା ହାତୀଦାନ୍ତ, ଲୁଚାଇ ରଖିଥିଲେ ଦୁର୍ବୃତ୍ତ

ଭଂଜନଗର(କେନ୍ୟୁଜ୍): ପାଇଖାନା ପାଇପ୍‌ ଭିତରେ ଲୁଚାଇ ରଖିଥିଲେ ହାତୀଦାନ୍ତ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ଚଢ଼ାଉ କରିଥିଲା ବନବିଭାଗ । ଗଂଜାମ ଜିଲ୍ଲା ଭଂଜନଗର ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ କନ୍ଧନୂଆଁପଲ୍ଲୀ ଗାଁ ନିକଟ କାଜୁ ବଗିଚାରୁ ଗତ ୨୦ ତାରିଖରେ ଦନ୍ତାହାତୀର…

ଏସ୍‌ଟିଏଫ୍‌ କବ୍‌ଜାରେ ହାତୀ ଦାନ୍ତ ଚୋରା ଚାଲାଣକାରୀ ଦୁର୍ଯ୍ୟାଧନ ପ୍ରଧାନ

ଅନୁଗୁଳ(କେନ୍ୟୁଜ୍‌): ଏସ୍‌ଟିଏଫ୍‌ କବ୍‌ଜାରେ ହାତୀ ଦାନ୍ତ ଚୋରା ଚାଲାଣକାରୀ। ୪ କେଜି ୫୦୦ ଗ୍ରାମର ଦୁଇଟି ହାତୀ ଦାନ୍ତ ଜବତ ହୋଇଛି। ଚୋରା ଚାଲାଣକାରୀ ଦୁର୍ଯ୍ୟାଧନ ପ୍ରଧାନକୁ ଗିରଫ କଲା ଏସ୍‌ଟିଏଫ୍‌। ଅନୁଗୁଳ ବନବିଭାଗ ସହାୟତାରେ ଦୁର୍ଯ୍ୟୋଧନକୁ ବାନ୍ଧିଲା ଏସ୍‌ଟିଏଫ୍‌। ଅନୁଗୁଳ ଜିଲ୍ଲା…

ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କଲା ଆନନ୍ଦପୁର ଅବକାରୀ ବିଭାଗ, ଗୋଡାଇ ଗୋଡାଇ ଧରିଲେ ଅଭିଯୁକ୍ତଙ୍କୁ

କେନ୍ଦୁଝର: ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରିଛି ଆନନ୍ଦପୁର ଅବକାରୀ ବିଭାଗ। ଏଥିସହ ୧୯ କେଜି ଓଜନର ୧୪ଟି ହାତୀଦାନ୍ତ ଓ ଗୋଟିଏ କାର ଜବତ ହୋଇଛି। ବିଶେଷ ସୁତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ଟିମ ହାତୀ ଦାନ୍ତ କାରବାର କରୁଥିବା ବ୍ୟବସାୟୀ…