Below header
Browsing Tag

elephant teeth smuggler arrested

ଭଦ୍ରକ: ହାତୀ ଦାନ୍ତ ଚୋରା ଚାଲାଣ ଲିଙ୍କ, STF ଜାଲରେ ୪ ଅଭିଯୁକ୍ତ

କେନ୍ୟୁଜ୍(ବ୍ୟୁରୋ): ଭଦ୍ରକରେ ହାତୀ ଦାନ୍ତ ଚୋରା ଚାଲାଣି ଲିଙ୍କ୍‌ । ଆଗରପଡା ଥାନା କାଦବରାଙ୍ଗ ଅଞ୍ଚଳରୁ ୪ ଜଣଙ୍କୁ ଉଠାଇ ନେଲେ ବନବିଭାଗ ଓ STF । କାଦବରାଙ୍ଗ ଅଞ୍ଚଳରେ ହାତୀ ଦାନ୍ତ ଚୋରା ଚାଲାଣ ଖବର ପାଇବା ପରେ STF ରେଡ୍‌ କରିଥିଲା । ପ୍ରଥମେ କାଦବରାଙ୍ଗ ଗାଁର କାଳନ୍ଦୀ ଦାସଙ୍କୁ…

ମୟୁରଭଞ୍ଜ: ଛଦ୍ମବେଶୀ ବନ କର୍ମଚାରୀଙ୍କୁ ଚିହ୍ନିପାରିଲେନି ମାଫିଆ, ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ

ମୟୁରଭଞ୍ଜ(କେନ୍ୟୁଜ୍):  ଦୁଇ ଗୋଟି ବଡ ବଡ ହାତୀଦାନ୍ତ ବିକ୍ରୀ ନିମନ୍ତେ ଡିଲ୍ ଚାଲିଥିବା ବେଳେ ଚଢାଉ କରି ଗିରଫ କରିଛି ବନବିଭାଗ । ୮ ପିସ୍ ହାତୀ ଦାନ୍ତ ହେଲା ଜବତ । ଏଭଳି ଘଟଣା ଘଟିଛି ଉଦଳା ରେଞ୍ଜ ଅଧିନ ଅଙ୍ଗାରପଦା ଅଂଚଳରେ । ମିଳିଥିବା ସୂଚନା ମୁତାବକ ନିଜେ ଗ୍ରାହକ ସାଜି ହାତୀଦାନ୍ତ…

ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କଲା ଆନନ୍ଦପୁର ଅବକାରୀ ବିଭାଗ, ଗୋଡାଇ ଗୋଡାଇ ଧରିଲେ ଅଭିଯୁକ୍ତଙ୍କୁ

କେନ୍ଦୁଝର: ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରିଛି ଆନନ୍ଦପୁର ଅବକାରୀ ବିଭାଗ। ଏଥିସହ ୧୯ କେଜି ଓଜନର ୧୪ଟି ହାତୀଦାନ୍ତ ଓ ଗୋଟିଏ କାର ଜବତ ହୋଇଛି। ବିଶେଷ ସୁତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ଟିମ ହାତୀ ଦାନ୍ତ କାରବାର କରୁଥିବା ବ୍ୟବସାୟୀ…