କଚାଡ଼ି ମାରିଲା ଦନ୍ତା, ୧୫ ଘଣ୍ଟାରୁ ଅଧିକ ସମୟ ହେବ ପଡିରହିଛି ଯୁବକଙ୍କ ମୃତଦେହ
ଦେବଗଡ଼: କଚାଡ଼ି ମାରିଲା ଦନ୍ତା , ଯୁବକ ମୃତ । ୧୫ ଘଣ୍ଟାରୁ ଅଧିକ ସମୟ ହେବ ପଡିରହିଛି ମୃତଦେହ। ଏହାକୁ ନେଇ ଦେବଗଡ଼ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ସଂଘାପଶି ଗାଁରେ ଉତ୍ତେଜନା ଦେଖାଦେଇଛି । ମୃତ ଯୁବକ ଅନୁଗୁଳ ଜିଲ୍ଲା ଜଗନ୍ନାଥପୁର ଗାଁର ସୁଶାନ୍ତ ନାୟକ ।
ଗତକାଲି…