ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ କାଦୁଅରେ ଖେଳୁଛନ୍ତି ହାତୀ, ଭାଇରାଲ୍ ହେଉଛି ହିନ୍ଦୋଳ ରେଞ୍ଜର ଘଞ୍ଚ ଜଙ୍ଗଲର ଏହି…
ଢେଙ୍କାନାଳ(କେନ୍ୟୁଜ୍): କାଦୁଅରେ ଖେଳୁଛନ୍ତି ହାତୀ । ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ କାଦୁଅରେ ଖେଳୁଛନ୍ତି ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର ଘଞ୍ଚ ଜଙ୍ଗଲରେ ହାତୀ କାଦୁଅରେ ଖେଳୁଥିବାର ଭିଡ଼ିଓ ବନବିଭାଗ ରେକର୍ଡ କରିଛି । ଦିନରେ ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ଏଭଳି…