ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ କାଦୁଅରେ ଖେଳୁଛନ୍ତି ହାତୀ, ଭାଇରାଲ୍ ହେଉଛି ହିନ୍ଦୋଳ ରେଞ୍ଜର ଘଞ୍ଚ ଜଙ୍ଗଲର ଏହି ଭିଡିଓ

ଢେଙ୍କାନାଳ(କେନ୍ୟୁଜ୍): କାଦୁଅରେ ଖେଳୁଛନ୍ତି ହାତୀ । ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ କାଦୁଅରେ ଖେଳୁଛନ୍ତି ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର ଘଞ୍ଚ ଜଙ୍ଗଲରେ ହାତୀ କାଦୁଅରେ ଖେଳୁଥିବାର ଭିଡ଼ିଓ ବନବିଭାଗ ରେକର୍ଡ କରିଛି । ଦିନରେ ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ଏଭଳି କରୁଛନ୍ତି ହାତୀ। କିଛି ସମୟ କାଦୁଅରେ ଖେଳିବା ପରେ ପୁଣି ଜଙ୍ଗଲକୁ ଚାଲିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.