Below header
Browsing Tag

elephants in cuttack

ଆଠଗଡ଼ ଜଙ୍ଗଲ ଛାଡ଼ି ଗହୀର ଭିତରେ ହାତୀ ପଲ, ଆତଙ୍କିତ ଅଞ୍ଚଳବାସୀ

ଆଠଗଡ଼(କେନ୍ୟୁଜ୍‌): ଆଠଗଡ଼, ଜଙ୍ଗଲ ଛାଡି ଏବେ ଜନବସତି ମୂହାଁ ହୋଇଥିବା ୧୮ ଟିକିଆ ହାତୀପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗ ନାକେଦମ୍ ହେଉଛି। ୫୫ ନମ୍ବର ଜାତୀୟ ରାଜପଥର କୁସ୍ପଙ୍ଗି ଡିହସାହି ରାସ୍ତାର ଗହୀର ଭିତରେ ୧୮ ଟିକିଆ ହାତୀପଲ ଫସି ରହିଛନ୍ତି, ଯାହା ମଧ୍ୟରେ ଚାରୋଟି ଛୁଆ ହାତୀ ଥିବା…

ସହର ମୁହାଁ ଗଜରାଜ, କଟକ ମହାନଦୀ ପଠାରେ ୧୬ ଟିକିଆ ପଲ

କଟକ(କେନ୍ଯୁଜ୍) : ସହର ମୁହାଁ ହାତୀପଲ। କଟକ ମହାନଦୀ ନୂଆପାଟଣା ପଠାରେ ହାତୀପଲ। ଗତକାଲି ରାତିରେ ଆଠଗଡ଼ ଜଙ୍ଗଲରୁ ଆସିଛନ୍ତି ୧୬ ଟିକିଆ ପଲ। ଏମାନେ ମହାନଦୀ ପାର୍‌ ହୋଇ ପଠାକୁ ଚାଲି ଆସିଛନ୍ତି। ଏତେ ପାଖରେ ହାତୀ ପଲଙ୍କୁ ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି। ସେପଟେ ବନବିଭାଗ ପକ୍ଷରୁ…