Below header
Browsing Tag

elephants terror in karanjia

କରଞ୍ଜିଆ ଉପଖଣ୍ଡରେ ୩୭ଟି ହାତୀପଲଙ୍କ ଉପଦ୍ରବ, ୩ଟି ଘର ଭାଙ୍ଗିବା ସହ ବହୁ ମୂଲ୍ୟବାନ ସାମଗ୍ରୀ କରିଛନ୍ତି ନଷ୍ଟ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆ ଉପଖଣ୍ଡରେ ହାତୀ ଆତଙ୍କ । କିଛି ଦିନର ବ୍ୟବଧାନ ପରେ କରଞ୍ଜିଆ ବନଖଣ୍ଡକୁ ପୁଣି ବାହୁଡ଼ିଲେ ଝାଡଖଣ୍ଡି ହାତୀପଲ । ହାତୀପଲରେ ଅଛନ୍ତି ୩୭ଟି ହାତୀ । କରଞ୍ଜିଆରେ ମୁଖ୍ୟ ସମସ୍ୟା ପାଲଟିଲାଣି ହାତୀ ଉପଦ୍ରବ । ପୃଥକ ପୃଥକ ସ୍ଥାନରେ ଆତଙ୍କ ଖେଳାଇଛନ୍ତି ହାତୀପଲ ।…

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ: ଭାଙ୍ଗୁଛନ୍ତି ଘର, ଖାଇ ନଷ୍ଟ କରୁଛନ୍ତି ଫସଲ

କରଞ୍ଜିଆ(କେନ୍ଯଜ୍) : କରଞ୍ଜିଆ ଉପଖଣ୍ଡରେ ଥମୁ ନାହିଁ ହାତୀ ଉପଦ୍ରବ । ଦୀର୍ଘ କିଛି ମାସ ହେଲାଣି ଚିନ୍ତା ବଢ଼େଇ ଦେଇଛନ୍ତି ହାତୀପଲ । କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ଘର ଭାଙ୍ଗୁଛନ୍ତି ୨୬ଟିକିଆ ହାତୀପଲ । ଏବେ କରଞ୍ଜିଆ ଉପଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ…