Browsing Tag

emotional story of a mother

ପରିଣତ ବୟସରେ ଘରୁ କାଢ଼ି ଦେଲା ପୁଅ ସମ୍ପତ୍ତି ନେଇଗଲା ଝିଅ, ପର ପିଣ୍ଡାରେ କଟୁଛି ଦିନ

କାମାକ୍ଷାନଗର (କେନ୍ୟୁଜ) : ଚମ ଧୁଡୁଧୁଡୁ, ନିଜ କାମ କରିବାକୁ ବି ଦେହରେ ବଳ ନାହିଁ । କଥା ବି ସ୍ପଷ୍ଟ ଭାବେ କହିପାରୁନାହାଁନ୍ତି । ଏ ମାଆଟିର ଅବସ୍ଥା ଦେଖିଲେ ଆପଣଙ୍କର ବି ମନ ନିଶ୍ଚୟ ଭାବେ ତରଳିଯିବ । ଏହି ବୟସରେ ପର କରିଦେଇଛନ୍ତି ପୁଅ ବୋହୁ ଓ ଝିଅ । ଆପଣ କୁହନ୍ତୁ କଣ ଏହି ଦିନ…

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ଜନ୍ମ କଲା ମା’ ଉପରେ ୧୦୦ରୁ ଅଧିକ ଇଟା ଲଦି ଦେଲେ ପୁଅ ଓ ବୋହୂ

ଯାଜପୁର ଟାଉନ: ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ। ସମ୍ପତ୍ତି ପାଇବା ପାଇଁ ଜନ୍ମ କଲା ମା କୁ ପର କରି ଦେଇ ଇଟା ଲଦି ଦେଲେ ପୁଅ ଓ ବୋହୂ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ । ଗ୍ରାମର ମଖି ବେହେରାଙ୍କ…

ନାରୀ ଶକ୍ତିର ପ୍ରତୀକ : ବର୍ଷକରେ ଦୁଇ ଦୁଇଟି ଦାରୁଣ ଦୁଃଖ ଭାଙ୍ଗି ପାରିନି ଅମିୟବାଳାଙ୍କୁ

ମା'। ଏହି ମାଆ ଡାକ ପିଲା ପାଇଁ ଯେତିକି ମଧୁର ତା ଠାରୁ ଅନେକ ବଡ ତାର ତ୍ୟାଗ। ମା'ର ସ୍ଥାନ ଅପୂରଣୀୟ, ଯେତେ ମୂଲ୍ୟ ଦେଲେ ବି ତାର ସ୍ଥାନ ପୂରଣ କରାଯାଇ ପାରିବ ନାହିଁ। ସେ ମା, ସ୍ତ୍ରୀ ଏବଂ ଜଣେ ନାରୀ। ନିଜ ପିଲା ପାଇଁ ହେଉ କି ନିଜ ସ୍ୱାମୀ ପାଇଁ ସେହି ନାରୀ ଅତ୍ୟନ୍ତ କଠୋର ପରିସ୍ଥିତିରେ…