Below header
Browsing Tag

enforcement directorate

ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ୪ର୍ଥ ଥର ସମନ, ୧୮ ପୂର୍ବରୁ ହାଜର ହେବାକୁ ପଡିବ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଇଡି ସମନ୍ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବ ତିନି ଥର ସମନ ପାଇଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ। ଜାନୁଆରୀ ୧୮…

ଟିଏମସି ନେତା ଶହଜହାନ ଶେଖ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କଲା ଇଡି

ପଶ୍ଚିମବଙ୍ଗରେ ଇଡି ଟିମ ଉପରେ ଆକ୍ରମଣ କରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଟିଏମସି ନେତା ଶହଜହାନ ଶେଖଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି ଇଡି । ବିମାନବନ୍ଦର ଠାରୁ ଆରମ୍ଭ ସମସ୍ତ ବସଷ୍ଟାଣ୍ଟ ଓ ରେଲଓ୍ୱେ ଷ୍ଟେସନ ଚାରିଆଡେ ଚାଲିଛି ଜୋରଦାର ଚଢ଼ାଉ । ଇଡି ଚଢାଉ କରିବା ସମୟରେ ଶେଖ…

ରାସନ ବଣ୍ଟନ ଦୁର୍ନୀତ, ଟିଏମସି ନେତା ଶଙ୍କର ଆଧ୍ୟାଙ୍କୁ ଗିରଫ କଲା ଇଡି

ପଶ୍ଚିମବଙ୍ଗରେ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶଙ୍କର ଆଧ୍ୟା ଗିରଫ କରିଛି ଇଡି । ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାର ଗୋଟିଏ ଦିନ ପରେ ଶଙ୍କରଙ୍କ ଗିରଫଦାରୀ ହୋଇଛି । ଇଡି ଟିମ ଟିଏମସି ନେତା ଶଙ୍କରଙ୍କୁ ଗିରଫ କରି କଲିକତା ସ୍ଥିତ ଇଡି…

ED ଚାର୍ଜସିଟ୍‌ରେ ପ୍ରଥମ ଥର ପ୍ରିୟଙ୍କା ଗାନ୍ଧିଙ୍କ ନାମ, ମନି ଲଣ୍ଡରିଂ ମାମଲାରେ ବଢ଼ିଲା ମାମଲା

ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧିଙ୍କ ସମସ୍ୟା ବଢ଼ିପାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଜ ଚାର୍ଜସିଟ୍‌ରେ ପ୍ରଥମ ଥର ପ୍ରିୟଙ୍କା ଗାନ୍ଧିଙ୍କ ନାମ ଉଲ୍ଲେଖ କରିଛି। ଯଦିଓ ତାଙ୍କ ନାମ ଅଭିଯୁକ୍ତ ଭାବରେ ଦର୍ଶାଯାଇନାହିଁ। ଜମି କ୍ରୟ ମାମଲାରେ ଅଭିଯୁକ୍ତଙ୍କ ସହ…

ରାଜସ୍ଥାନର ଇଡି ଅଫିସରଙ୍କୁ ଗିରଫ କଲା ACB, ୧୫ ଲକ୍ଷ ଲାଞ୍ଚ ନେବା ବେଳେ ଧରାପଡିଲେ

ରାଜସ୍ଥାନରେ ଇଡି ଅଫିସରଙ୍କୁ ଗିରଫ କରିଛି ଆଣ୍ଟି କରପସନ ବ୍ୟୁରୋ (ACB) । ଇଡିର ଜଣେ ଅଧେିକାରୀ ନବଲକିଶୋର ମୀନା ଏବଂ ସହଯୋଗୀ ବାବୁଲାଲ ମୀନାଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଧିକାରୀଙ୍କ ଅନେକ ଠିକଣା ଉପରେ ଚଢଉ ଜାରି ରଖିଛି ଏସିବି ।…

ରଣବୀର କପୁରଙ୍କୁ ଇଡିର ସମନ, ଅକ୍ଟୋବର ୬ରେ ହାଜର ହେବାକୁ ନିର୍ଦ୍ଦେଶ

ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ ମିଳିଛି । ଏହି ନୋଟିସ ଅନଲାଇନ ଗେମିଂ କେସରେ ମିଳିଛି । ତାଙ୍କୁ ଅକ୍ଟୋବର ୬ ତାରିଖରେ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି । ରଣବୀରଙ୍କ ଛଡା ଏହିମାମଲାରେ ଅନ୍ୟ କେତେକ ଅଭିନେତ୍ରୀ ଏବଂ ଗାୟକଙ୍କ ନାମ ରହିଛି । ଏହି ତାଲିକାରେ ସନ୍ନି ଲିଓନ…

ଜମି ଘୋଟାଲା ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ, ୨୪ ତାରିଖରେ ହାଜର ହେବାକୁ କହିଲା ଇଡି

ଜମି ଘୋଟାଲା ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ ପଠାଇଛି । ଆସନ୍ତା ୨୪ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ଗତ ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଥିବା ବେଳେ ହେମନ୍ତ ସୋରେନ…

‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, ଲାଲୁ ପ୍ରସାଦ ଏବଂ ପରିବାରର ୬ କୋଟି ଟଙ୍କାର…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଲାଲୁଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ…

ଖୋଲୁଛି ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର ଗୁମର, ଇଡିରେ ହାଜର ହେଲେ ପ୍ରତିଷ୍ଠିତ ବ୍ୟବସାୟୀ ଗଙ୍ଗାଧର ସାମଲ

ଭୁବନେଶ୍ବର (କେନ୍ୟୁଜ) : ଖୋଲୁଛି ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର ଗୁମର । ହନିଟ୍ରାପ୍‌ ଓ ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜର ହେଉଛନ୍ତି ବଡ଼ ମୁଣ୍ଡ । ଆଜି ଇଡିରେ ହାଜର ହୋଇଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ଗଙ୍ଗାଧର ସାମଲ । ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ପଚରାଉଚରା ଚାଲିଥିବା…

ଇଡି ଖୋଲିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର ପେଡ଼ି, ବେଆଇନି ଆର୍ଥିକ କାରବାରର ବହୁ ତଥ୍ୟ ସାମନାକୁ ଆସିବ

ଇଡି ଖୋଲିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର ପେଡ଼ି । ଭୁବନେଶ୍ୱର ଡିସିପିଙ୍କୁ ଏତଲା କପି ମାଗିଲା ED । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂର ତଦନ୍ତ କରିବା ନେଇ ସୂଚନା ମିଳିଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ଆର୍ଥିକ କାରବାରର ତଦନ୍ତ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଇଡି…

ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ମନି ଲଣ୍ଡରିଂ ମାମଲାରେ ୧୦ ନଭେମ୍ବର ପର୍ଯ୍ୟନ୍ତ ମିଳିଲା ଅନ୍ତରୀଣ ଜାମିନ

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମନି ଲଣ୍ଡରିଂ ମାମଲାରେ ୧୦ ନଭେମ୍ବର ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି ଦିଲ୍ଲୀର ପଟିୟାଲା ହାଉସ କୋର୍ଟ। ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟ କେତେକ ଜଣାଶୁଣା ଲୋକ ସାମିଲ ରହିଛନ୍ତି। ଏହାକୁ ନେଇ ଜାମିନ…

ଅବକାରୀ ନୀତି ସ୍କାମ ମାମଲାରେ ରାଜଧାନୀ ସମେତ ୩୦ଟି ସ୍ଥାନରେ ଇଡିର ଚଢାଉ

ଦିଲ୍ଲୀରେ ଅବକାରୀ ନୀତି ସ୍କାମ ମାମଲାରେ ଚଢାଉ ପ୍ରକ୍ରିୟା ଜାରି ରଖିଛି ଇଡି । ଆଜି ଇଡି ପକ୍ଷରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ୩୦ ଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ବ୍ୟତୀତ ଗୁରୁଗ୍ରାମ, ଲକ୍ଷ୍ନୌ, ହାଇଦ୍ରାବାଦ, ମୁମ୍ବାଇ ଏବଂ ବାଙ୍ଗାଲୋର, ଚଣ୍ଡୀଗଡରେ ଇଡି ଚଢ଼ାଉ କରିଛି। ମଦ…