Browsing Tag

engaged with Vignesh Shivan

ଶେଷରେ ସତ ମାନିଲେ ନୟନତାରା, କହିଲେ ଲୁଚାଛପା କରିଥିଲେ ନିର୍ବନ୍ଧ

ତାମିଲ ଅଭିନେତ୍ରୀ ନୟନତାରାକୁ ଆପଣମାନେ ସମସ୍ତେ ନିଶ୍ଚିତ ଜାଣିଥିବେ। ନୟନତାରା ଫିଲ୍ମ ନିର୍ମାତା ବିଗ୍ନେଶ ଶିବମଙ୍କ ସହିତ ନିର୍ବନ୍ଧ କରିସାରିଛନ୍ତି। ବିଜୟ ଟିଭିରେ ପ୍ରସାରିତ ହୋଇଥିବା ଦିବ୍ଯାଦର୍ଶିନୀଙ୍କ ସହିତ ସାକ୍ଷାତକାରରେ ଏହି କଥା କହିଛନ୍ତି। ନୟନତାରା ହାତରେ ପିନ୍ଧିଥିବା ମୁଦି…