ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର କରୁଥିଲେ ବନ୍ଧୁକ ବେପାର, ଗିରଫ କଲା ଏସ୍ଟିଏଫ୍
କେନ୍ୟୁଜ୍(ବ୍ୟୁରୋ): ଏସ୍ଟିଏଫ୍ ହାତରେ ଦୁଇ ବନ୍ଧୁକ ବେପାରୀ । ଗିରଫ ଦୁଇ ଜଣ ହେଉଛନ୍ତି ଇଂଜିନିୟରିଂ ଛାତ୍ର । ସୁରେଶ ପାଣିଗ୍ରାହୀ ଓ ସାନୁ ପୋଦ୍ଦାରକୁ ଗିରଫ କରିଛି ଏସ୍ଟିଏଫ୍ । ସେମାନଙ୍କଠାରୁ ୩ଟି ବନ୍ଧୁକ, ୨୨ ରାଉଣ୍ଡ ଗୁଳି, ୬ଟି ମାଗାଜିନ ଜବତ ହୋଇଛି । ସୁରେଶ ଭୁବନେଶ୍ୱରର ଏକ…