ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ୨୪ ଘଣ୍ଟାରେ ବନାଇଲେ ୨୭୦ଟି ପାୱାର ବ୍ୟାଙ୍କ
ବନ୍ୟାର ବିଭୀଷିକା ପାଇଁ ଏବେ ମଧ୍ୟ କେରଳର ଅନେକ ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ରହିଛି । ଗତ ୧୭ ଦିନ ମଧ୍ୟରେ ପ୍ରାୟ ୧୧୩ ଜଣ ଲାକଙ୍କର ମୃତ୍ୟୁ ଘଟିଥିବା ବେଳେ ଏକ ଲକ୍ଷରୁ ଅଧିକ ଲୋକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନାଯାଇଥିବା ୮୦୫ଟି ଆଶ୍ରୟସ୍ଥଳୀରେ ଆଶୟ ନେଉଛନ୍ତି । ଏହି ସମୟରେ ବିଜୁଳି…