Below header
Browsing Tag

environment day

ଆଜି ବିଶ୍ୱ ପରିବେଶ ଦିବସ, ଚଳିତ ବର୍ଷର ଥିମ୍‌ ରହିଛି ‘Only One Earth’

ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ୍‌ ମାସ ୫ ତାରିଖକୁ ସାରା ବିଶ୍ୱରେ ପରିବେଶ ଦିବସ ଭାବେ ପାଳନ କରାଯାଏ। ପରିବେଶର ସୁରକ୍ଷା କରିବା ତଥା ଗଛ ଲଗାଇବା, ପ୍ରଦୂଷଣ କମ୍‌ କରିବା, ଜଳ ନଷ୍ଟ ନ କରିବା ଆଦି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ…

ବିଶ୍ୱ ପରିବେଶ ଦିବସରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ

ପୁରୀ : ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକାକଳା ନିର୍ମାଣ କରିଛନ୍ତି । ବାଲୁକାକଳାରେ ବୃକ୍ଷ ରୋପଣର କରିବାର ଦୃଶ୍ଯ ଦେଖାଇବା ସହିତ ଧରିତ୍ରୀ ମାତା କିପରି ସବୁଜିମାରେ ଭରପୂର ହୋଇ ପରିବେଶ…

ଆଜି ବିଶ୍ୱ ପରିବେଶ ଦିବସ: ଚଳିତ ବର୍ଷର ଥିମ ରହିଛି ‘‘ଇକୋ ସିଷ୍ଟମ୍‌ ରିଷ୍ଟୋରେସନ୍‌ ’’

ଆଜି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ୍‌ ୫କୁ ବିଶ୍ୱ ପରିବେଶ ଦିବସ ରୁପେ ପାଳନ କରାଯାଉଛି। ପ୍ରକୃତିର ଗୁରୁତ୍ୱକୁ ମନେପକାଇବାକୁ ଏହା ପାଳନ କରାଯାଉଛି। ୧୯୭୪ରେ ପ୍ରଥମ ଥର ପାଇଁ ଜାତିସଂଘ ପକ୍ଷରୁ ଏହା ଆମେରିକାରେ ପାଳନ କରାଯାଇଥିଲା। ସେତେବେଳେ ଥିମ ଥିଲା ‘‘ଓନଲି ଓ୍ଵାନ୍‌ ଆର୍ଥ’’…

କିଟ୍‍ ଓ କିସ୍‍ ପକ୍ଷରୁ ପାଳିତ ହେଲା ବିଶ୍ୱ ପରିବେଶ ଦିବସ, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କଲେ ବୃକ୍ଷ ରୋପଣ,…

କେନ୍ୟୁଜ୍ (ବ୍ୟୁରୋ): କିଟ୍‍ ଓ କିସ୍‍ ପକ୍ଷରୁ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । କିସ୍‍ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମିଳିତ ଆନୁକୁଲ୍ୟରେ ଆଜି କିସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ…

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ

ପୁରୀ(କେନ୍ୟୁଜ୍): ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶିତ ହୋଇଛି । ଏବର୍ଷର ଥିମ୍‌ 'ବାୟୁ ପ୍ରଦୂଷଣ'କୁ ନେଇ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ । ବାଲୁକା କଳା ପାଇଁ ପ୍ରାୟ ୨୦ ଟନ୍‌ ବାଲି ବ୍ୟବହାର କରାଯାଇଥିବା…