Browsing Tag

Euro 2020 final

ପ୍ରଥମଥର ପାଇଁ ୟୁରୋ କପ ୨୦୨୦ ଫାଇନାଲରେ ଇଂଲଣ୍ଡ, ଇଟାଲୀ ସହ ହେବ ଟକ୍କର

କେନ୍ଯୁଜ୍: ୟୁରୋ କପ ୨୦୨୦ ଫାଇନାଲରେ ପହଁଚିଲା ଇଂଲଣ୍ଡ । ସେମିଫାଇନାଲରେ ଡେନମାର୍କକୁ ୨-୧ରେ ହରାଇଲା ଇଂଲଣ୍ଡ । ପ୍ରଥମଥର ପାଇଁ ୟୁରୋ କପ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ରବିବାର ହେବ ଫାଇନାଲ । ଫାଇନାଲରେ ଇଂଲଣ୍ଡ-ଇଟାଲୀ ସହ ହେବ ଫାଇନାଲ ଟକ୍କର । ୧୯୬୬ ବିଶ୍ୱ କପ ପରେ ପ୍ରଥମଥର…