Below header
Browsing Tag

eviction

ଆସନ୍ତାକାଲି ଲିଙ୍ଗରାଜ ମନ୍ଦିର ଚାରିପେଟ ଚାଲିବ ବୋଲ୍‌ଡୋଜର, ଉଚ୍ଛେଦକୁ ବିରୋଧ କଲେ ଦୋକାନୀ

ଭୁବନେଶ୍ବର(କେନ୍ୟୁଜ୍): ଶ୍ରୀମନ୍ଦିର ପରି ଚମକି ଉଠିବ ଲିଙ୍ଗରାଜ ମନ୍ଦିର । ମନ୍ଦିର ଚାରିପଟେ ଚାଲିବ ବୋଲ୍‌ଡୋଜର । ଆରମ୍ଭ ହେବ ଉଚ୍ଛେଦ । ହଟିବ ଦେବୋତ୍ତର ଜମିରୁ କବ୍‌ଜା । ଆସନ୍ତାକାଲି ପୂର୍ବାହ୍‌ଣରୁ ମହାଖଳାଠାରୁ ବଢେଇବାଙ୍କ ଯାଏ ରଥଦାଣ୍ଡର ଉତ୍ତରପଟ କଡ଼ରେ ଉଚ୍ଛେଦ କରାଯିବ । ତେଣୁ…

କି ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର, ଦେଖନ୍ତୁ ଉଚ୍ଛେଦ ପରେ ବଡ଼ ଦେଉଳ ଓ ମେଘନାଦ ପାଚେରୀ କିପରି ମନୋରମ ହୋଇଉଠୁଛି

ପୁରୀ(କେନ୍ୟୁଜ୍):  ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପରେ ଏବେ ବଡ଼ ଦେଉଳ ଓ ମେଘନାଦ ପାଚେରୀ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛି। ଦେଖନ୍ତୁ ଏହି ଫଟୋ। ଏହି ଫଟୋ ବୟାନ କରୁଛି ଜଗା ଦୁଆରେ କେତେ ଆନନ୍ଦିତ ଭକ୍ତ। ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ଅଭିଯାନ ପରେ ଆଜି…

ମଠମନ୍ଦିର ଭଙ୍ଗାବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ(କେନ୍ୟୁଜ): ପୁରୀରେ ଐତିହ୍ୟ ମଠ ମନ୍ଦିର ଉଚ୍ଛେଦ ନେଇ ଜଗତଗୁରୁଙ୍କ ପରାମର୍ଶ ଜରୁରୀ । ମଠମନ୍ଦିର ଭଙ୍ଗାବେଳେ ପୁରୀ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପରାମର୍ଶ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବାକୁ ମଧ୍ୟ…

ମୋ ସରକାର ଯୋଜନା ଲାଗୁ ହେବା ପରେ ଆକ୍ସନ ମୁଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ, ଆରଟିଓକୁ ଦଲାଲମୁକ୍ତ କରିବାକୁ…

ଯାଜପୁର(କେନ୍ୟୁଜ୍):  ଗତକାଲି ଠାରୁ ମୋ ସରକାର ଯୋଜନା ଲାଗୁ ହେବା ପରେ ଆକ୍ସନ ମୁଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ। ଆରଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ପ୍ରଶାସନ ଆରମ୍ଭ କରିଛି ପ୍ରୟାସ। ଆଜି ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦଲାଲମାନଙ୍କ ଆଡ୍ଡାସ୍ଥଳୀକୁ ଉଛେଦ କରିଛି…

ମେଘନାଦ ପାଚେରୀରୁ ୭୫ ମିଟର ଉଚ୍ଛେଦକୁ ନେଇ ଚାଲିଥିବା ସର୍ଭେ ଓ ମାପଚୁପକୁ ବିରୋଧ, ବିନା ନୋଟିସ୍‌ରେ ସର୍ଭେ…

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ପରିଧିରେ ଉଚ୍ଛେଦ ନେଇ ଚାଲିଥିବା ସର୍ଭେ ଓ ମାପଚୁପକୁ ବିରୋଧ । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ସର୍ଭେକୁ ବିରୋଧ କରାଯାଇଛି । ବିନା ନୋଟିସ ଓ ଆଲୋଚନାରେ ପ୍ରଶାସନ ବଳପୂର୍ବକ ସର୍ଭେ କରୁଥିବା ଅଭିଯୋଗରେ ସ୍ଥାନୀୟ ବାସିନ୍ଦା ଓ…

ୟୁନିଟ୍‌-୧ ମାର୍କେଟ୍‌ ନିକଟରୁ ଜବର ଦଖଲ ଉଚ୍ଛେଦ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟ୍‌ ନିକଟରୁ ଜବର ଦଖଲ ହଟାଯାଇଛି । ବିଏମ୍‌ସି ପକ୍ଷରୁ ଏହି ଉଚ୍ଛେଦ କରାଯାଇଛି । ମାର୍କେଟ୍‌ ପାର୍ଶ୍ୱ କ୍ୟାପିଟାଲ ଥାନା ନିକଟରେ ଥିବା ଦୋକାନ ସବୁକୁ ଭାଙ୍ଗି ଦିଆଯାଇଛି । ଏସବୁ ଜାଗାରେ ବେଆଇନ୍‌ ଭାବେ ଉଠା ଦୋକାନ କରାଯାଇଥିଲା । ତେବେ ପ୍ରଶ୍ନ…