Browsing Tag

EVM Scarcity

ବ୍ରଜରାଜନଗର ଉପନିର୍ବାଚନ: ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍‌, ମୋଟ୍‌ ୭୧.୯୦ ପ୍ରତିଶତ ମତଦାନ

ଝାରସୁଗୁଡା(କେନ୍ୟୁଜ୍‌): ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ପରେ ଝାରସୁଗୁଡ଼ା ବଇମୁଣ୍ଡା ସ୍ଥିତ ଇଂଜିନିୟରିଂ ସ୍କୁଲରେ ଥିବା ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ୍‌କୁ ରଖାଯାଇଛି । ଏବେ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍‌ । ୭୧.୯୦ ପ୍ରତିଶତ ମତଦାନ…

ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ

ବଲାଙ୍ଗିର (କେନ୍ୟୁଜ୍) : ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ। ବଲାଙ୍ଗିର ଲାଠୋର,ଡେଙ୍କେରା, ଭଣ୍ଡମୁଣ୍ଡା, ନନ୍ଦୁପଲାରେ EVM ଅଚଳ ହୋଇପଡିଛି। ସେହପରି ସୁନ୍ଦରଗଡ଼ର ବୁଥ୍‌ ନଂ ୨୩୬ ଓ ବରଗଡ଼ ବୁଥ୍‌ ନଂ ୪୭ରେ EVM ମେସିନ୍‌ ଖରାପ ହୋଇଯାଇଛି। ରାଉରକେଲା…