ମେଡିସିନ ଷ୍ଟୋରରେ ଅତର୍କିତ ପରିଦର୍ଶନ କଲେ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ, ଜବତ କଲେ ୧୬ କୋଟିର ଏକ୍ସପାରୀ…
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଟ୍ରାନ୍ସପୋର୍ଟ ନଗରରେ ଥିବା ମେଡିକାଲ ସପ୍ଲାଏ କର୍ପୋରେସନ ଅଧୀନସ୍ଥ ଏକ ମେଡିସିନ ଷ୍ଟୋରରେ ମିଳିଥିବା ମେଡିସିନ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀକୁ ଚକିତ କରିଛି । ଏହି ମେଡିସିନକୁ ଦେଖିବାପରେ ଏହା କ’ଣ ଏମ ସିମେଣ୍ଟ ଦୋକାନ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏକ…