ଲୋକସଭା ନିର୍ବାଚନ ପାଇଁ ଆକ୍ସନ୍ ମୋଡରେ Facebook, ଦୈନିକ ୧୦ଲକ୍ଷ ଆକାଉଣ୍ଟକୁ କରୁଛି ଡିଲିଟ୍
ଭାରତରେ ଲୋକସଭା ନିର୍ବାଚନ ପୂର୍ବରୁ artificial intelligence ବା ଏଆଇ ଏବଂ ମେସିନ୍ ଲର୍ଣ୍ଣିଙ୍ଗର ଉପଯୋଗ କରି ଦୈନିକ ପାଖାପାଖି ଏକ ମିଲିୟନ୍ ବା ୧୦ଲକ୍ଷ ଆକାଉଣ୍ଟକୁ ଡିଲିଟ୍ କରୁଥିବା ସୋମବାର ଦିନ ଫେସବୁକ୍ ପକ୍ଷରୁ କୁହାଯାଇଛି । ଫେସବୁକ୍ ର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ଭାରତର ଉପାଧକ୍ଷ…