Browsing Tag

failed kidnapping

ମୋ କୁକୁର ବାହାରେ ବୁଲୁଥିଲା, ତାକୁ ମୁଁ ଆଣିବାକୁ ଯାଇଥିବାବେଳେ ମତେ ଟେକିନେଲେ

ଭୁବନେଶ୍ୱର (କେନ୍ୟୁଜ): ମୋ କୁକୁର ବାହାରେ ବୁଲୁଥିଲା । ତାକୁ ମୁଁ ଘର ଭିତରକୁ ଆଣିବାକୁ ବାହାରକୁ ଯାଇଥିଲି । ହେଲେ ସେତେବେଳେ ହଠାତ୍ ୭ ରୁ ୮ ଜଣ ଯୁବକ ଆସି ମତେ ଟେକି ନେଇ ଗାଡି ଭିତରେ ପୁରାଇଦେଲେ । ମୋ ମୁହଁକୁ ବାନ୍ଧି ମତେ କୁଆଡେ ନେଇଗଲେ । କିଛି ଏମିତି କଥା କହି ଅପହୃତ ଶଙ୍କର୍ଷଣ…

ଭୁବନେଶ୍ବର: ବ୍ୟବସାୟୀଙ୍କୁ ଅପହରଣ କରି ନେବା ବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ, ଅଧା ରାସ୍ତାରେ ଛାଡ଼ି ପଳାଇଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ୟୁଜ୍): ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ। ଅପହରଣ କରି ନେଉଥିବା ବେଳେ ଦୁର୍ଘଟଣାର ଶିକାର ହେଲା କାର୍‌। ଫଳରେ ଅଧା ରାସ୍ତାରେ ବ୍ୟବସାୟୀଙ୍କୁ ଛାଡ଼ି ପଳାଇଲେ ଦୁର୍ବୃତ୍ତ। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟବସାୟୀ ଶିବସୁନ୍ଦର…