ଲକ୍ଷାଧିକ ଟଙ୍କାର ଚୋରା ବିଦେଶୀ ମଦ ଜବତ କଲା ଧର୍ମଶାଳା ପୋଲିସ
ଯାଜପୁର(କେନ୍ୟୁଜ): ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ଧର୍ମଶାଳା ପୋଲିସ। ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦରିଆ ପୋଲ ନିକଟରୁ ଏହି ମଦ ଗୁଡ଼ିକୁ ଜବତ କରିଛି ପୋଲିସ। ସୂଚନା ମୁତାବକ, ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ବିଦେଶୀ ମଦ ଦୋକାନରୁ ଏକ ଅଟୋରେ ବିପୁଳ ପରିମାଣର ମଦ ବୋଝେଇ…