Below header
Browsing Tag

fake RTO officer

ଦୁଇ ଜଣ ନକଲି ଆରଟିଓ ଗିରଫ, ପ୍ରିଣ୍ଟର, ଲାପଟପ ପରିବହନ ବିଭାଗର ରସିଦ ଜବତ

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଲକ୍ଷ୍ଣଣନାଥ ଟୋଲଗେଟ ନିକଟରେ ଚଢଉ କରି ଦୁଇ ଜଣ ନକଲି ଆରଟିଓଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ | ବିଭିନ୍ନ ଗାଡିର ଡ୍ରାଇଭରମାନଙ୍କୁ ନକଲି ଟ୍ରାନ୍ସପୋର୍ଟ ପାସିଂ ଦେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ…

ଆରଟିଓର ପରିଚୟ ଦେଖାଇ ଓଡ଼ିଶା ସୀମାରେ ଟ୍ରକରୁ କରୁଥିଲେ ବଟି ଆଦାୟ, ୩ ଯୁବକ ଗିରଫ

ରାଉରକେଲା (କେନ୍ୟୁଜ): ଆରଟିଓର ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲାରେ ତିନି ଯୁବକ ଗିରଫ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ଏମାନେ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି । ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମଡେଗା ଜେଲକୁ ପଠାଇ ଦେଇଛି ।…