Browsing Tag

fake zarda factory

କଟକରେ STFର ଚଢାଉ: ୮ ଲକ୍ଷ ଟଙ୍କାର ଅଢେଇ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ

କଟକ(କେନ୍ଯୁଜ୍): କଟକରେ ନକଲି ଜର୍ଦ୍ଦା ଷ୍ଟୋର ଠାବ। କଟକ ପୋଲିସ ସହାୟତାରେ ଠାବ କରିଛି STF । ୮ ଲକ୍ଷ ଟଙ୍କାର ଅଢେଇ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ ହୋଇଛି। ଅଭିଯୁକ୍ତ ନିବାସ ସାହୁକୁ ଗିରଫ କଲା STF। ବାରଙ୍ଗ ଥାନା ଅଧିନ ହଦପାଟନା ଗାଁରେ ଚଢାଉ କରିଥିଲା STF ।

କଟକରେ ପୁଣି ନକଲି ଜର୍ଦ୍ଦା କାରଖାନା ଠାବ, ବହୁ ପରିମାଣର ସାମଗ୍ରୀ ଜବତ

କଟକ: ନକଲି ଘିଅ,ସସ୍ , ମସଲା ପରେ କଟକରେ ପୁଣି ନକଲି କାରଖାନା ଠାବ ହୋଇଛି । ଆଜି ଠାବ ହୋଇଛି ନକଲି ଜର୍ଦ୍ଦା କାରଖାନା । ଏକ ଜର୍ଦ୍ଦା କମ୍ପାନୀ ଉପରେ ଚଢ଼ଉ ବେଳେ ଏହା ସାମନାକୁ ଆସିଛି । କଟକ ସଦର ଥାନା ସାସୋଳ ଗାଁରେ ନକଲି ଜର୍ଦ୍ଦା କମ୍ପାନୀ ଚାଲିଥିଲା । ଚଢାଉ ସମୟରେ କମ୍ପାନୀରେ…

ଯାଜପୁର: ଜେନାପୁର ଥାନା ମାଳହାଟ ଅଞ୍ଚଳରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ୩ ଅଟକ

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ଜେନାପୁର ଥାନା ମାଳହାଟ ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନା ଠାବ। ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ସହ ବିଭିନ୍ନ ସରଞ୍ଜାମ ଜବତ। ଆଜି ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରିବା ସହ ଏହି ବେଆଇନ କାରବାରରେ…