ଶନି ଅମାବାସ୍ଯାରେ ପଡୁଛି ଏମିତି ସ୍ବତନ୍ତ୍ର ଯୋଗ, କେବଳ ଦୀପ ଜଳାଇବା ଦ୍ବାରା ପ୍ରସନ୍ନ ହେବେ ଶନିଦେବ
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ମାସ କୃଷ୍ଣ ପକ୍ଷର ଶେଷ ତାରିଖରେ ଅମାବାସ୍ଯା ତିଥି ହୋଇଥାଏ। ଏହି ଚଳିତ ବର୍ଷ ୧୨ଟି ଅମାବାସ୍ଯା ପଡୁଛି। ଅର୍ଥାତ୍ ଆସନ୍ତାକାଲି ୧୩ ମାର୍ଚ୍ଚ ଫାଲଗୁନ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ପଡୁଛି, ଯାହାକୁ ଫାଲଗୁନ ଅମାବାସ୍ଯା ନାମରେ ପରିଚିତ। ଏହା…