Browsing Tag

false ads promoting company

ସାବାଡ଼ ହେବେ ମିଛ କହି ପ୍ରଡକ୍ଟ ବିକ୍ରି କରୁଥିବା କମ୍ପାନୀ, କଡ଼ା ପଦକ୍ଷେପ ନେଉଛନ୍ତି ସରକାର

ଲୋଭନୀୟ ପ୍ରତିଶ୍ରୁତି ଓ ମିଛ କହି ପ୍ରଡକ୍ଟ ବିକ୍ରି କରୁଥିବା କମ୍ପାନୀ ଏବେ ହେବେ ସାବାଡ୍‌। ତ୍ୱଚାକୁ ଗୋରା କରିବା, ଡେଙ୍ଗା କରିବା କିମ୍ବା ମୋଟାପଣରୁ ମୁକ୍ତି ଦେଉଥିବା ପ୍ରଡକ୍ଟ ଆଦିର ବିଜ୍ଞାପନ ଦେଖାଇବା ଉପରେ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିପାରେ।…