ବିସିସିଆଇର କଡା ନିୟମ, ଏଣିକି କୌଣସି କ୍ରିକେଟର ପରିବାରକୁ ନେଇ ମ୍ୟାଚ ଖେଳିବାକୁ ଯାଇ ପାରିବେ ନାହିଁ
ଏବେ ଭାରତୀୟ କ୍ରିକେଟର କୌଣସି ସିରିଜ ଖେଳିବାକୁ ବିଦେଶ ଗସ୍ତ କଲେ ପରିବାରକୁ ସାଙ୍ଗରେ ନେଇ ଯିବେ? ଏଣିକି କୋଚ ରବି ସାସ୍ତ୍ରୀ ଓ ବିରାଟଙ୍କ ଅନୁମତି ଲୋଡିବାକୁ ପଡିବ କାରଣ ବିସିସିଆଇ ନିୟମରେ ହୋଇଛି ଏକ ବିରାଟ ପରିବର୍ତ୍ତନ। ଏବେ କୌଣସି କ୍ରିକେଟର ସିରିଜ ଖେଳିବାକୁ ବିଦେଶ ଗସ୍ତ କଲେ…