ଫ୍ୟାନ ଭିଲେଜର ପୋଲିସ ଷ୍ଟଲ୍ ବୁଲି ଦେଖିଲେ ପାକିସ୍ତାନୀ ହକି ଖେଳାଳି
ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଥିବା ଫ୍ୟାନ ଭିଲେଜର ପୋଲିସ ଷ୍ଟଲ୍ ବୁଲି ଦେଖିଛନ୍ତି ପାକିସ୍ତାନୀ ହକି ଖେଳାଳି । ପୋଲିସ ଡିଜିଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଅପରାହ୍ଣରେ ପାକିସ୍ତାନ ହକି ଦଳର କୋଚ୍, ମ୍ୟାନେଜରଙ୍କ ସମେତ ସବୁ ଖେଳାଳି ଫ୍ୟାନ୍ କ୍ଲବରେ ପହଞ୍ଚିଥିଲେ । ଏଠାରେ…