କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଆଜି ଓ ଆସନ୍ତାକାଲି ଖୋଲା ରହିବ ସରକାରୀ ଅଫିସ
କେ ନ୍ୟୁଜ୍: ଫନି କ୍ଷତିଗ୍ରସ୍ତ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରପଡା ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଖୋଲା ରହିବ ସରକାରୀ ଅଫିସ । ଶନିବାର ଓ ରବିବାର ସ୍ୱଭାବିକ ଭାବେ ସରକାରୀ କାର୍ଯ୍ୟାଳୟରେ କାମ ହେବ । ଦ୍ୱିତୀୟ ଶନିବାର ଓ ରବିବାର ଛୁଟିକୁ ବାତିଲ କରାଯାଇଛି । ବାତ୍ୟାରେ…