Browsing Tag

fani relief

ଏବେ ବି ବାତ୍ୟା ଫନି ପିଡିତଙ୍କୁ ଯୋଗାଇ ଦିଆଯାଉଛି ରିଲିଫ, ଏଥିପାଇଁ ସହଯୋଗର ହାତ ବଢ଼ାଇଛି ରିଲାଏନ୍ସ

ପିପିଲି (କେନ୍ୟୁଜ୍) : ବାତ୍ୟା ଫନିକୁ ଏକ ମାସ ପୂରିବାକୁ ଯାଉଛି । ଏବେ ବି ଲୋକଙ୍କୁ ରିଲିଫ୍ ଯୋଗାଇ ଦିଆଯାଉଛି । ବିଶେଷ କରି ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇଛି ରିଲାଏନ୍ସ । ବାଲଟି ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦିବ୍ୟାଙ୍ଗ ମାନଙ୍କୁ ଯୋଗାଇ ଦିଆଯାଇଛି । ଡେଲାଙ୍ଗ ବ୍ଲକ…