ପୁଣି ବଲିଉଡକୁ ଲାଗିଲା ଝଟକା, ଚାଲିଗଲେ ଏହି ପପୁଲାର ଅଭିନେତା
ବଲିଉଡ୍ ଅଭିନେତା ଫରାଜ୍ ଖାନଙ୍କ ନିଧନ ହୋଇଛି। ମାତ୍ର ୪୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବେଙ୍ଗାଲୁରୁର ଏକ ହସପିଟାଲରେ ସେ ଲମ୍ବା ସମୟ ଧରି ଚିକିତ୍ସିତ ହେଉଥିଲେ। ସେ ଦୀର୍ଘଦିନ ହେବ ଛାତିରେ କଫ ଏବଂ ଇନଫେକସନ ଦ୍ୱାରା ଆକ୍ରାନ୍ତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ…