ଜୀବନ ଓ ମୃତ୍ୟୁ ସହ ଲଢୁଥିବା ଏହି ଅଭିନେତାଙ୍କୁ ସହାୟତା କଲେ ଭାଇଜାନ, ଉଠାଇଲେ ସମସ୍ତ ଚିକିତ୍ସା ଖର୍ଚ୍ଚ
ଫିଲ୍ମ ‘ମେହେନ୍ଦୀ’ ରେ ରାଣୀ ମୁଖାର୍ଜୀଙ୍କ ସ୍ୱାମୀ ଭୂମିକାରେ ନଜର ଆସିଥିବା ଅଭିନେତା ଫରାଜ ଖାନ ଗତ କିଛିଦିନ ହେଲାଣି ବେଙ୍ଗାଲୁରର ଏକ ଘରୋଇ ହସପିଟାଲରେ ଜୀବନ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ନିକଟରେ ତାଙ୍କର ଚିକତ୍ସା ପାଇଁ ଫରାଜଙ୍କ ପରିବାର ଲୋକ ଅନଲାଇନ ଫଣ୍ଡର ଡିମାଣ୍ଡ…