ହିଂସା ପରେ ଆକ୍ସନ୍ ମୁଡରେ ଦିଲ୍ଲୀ ପୋଲିସ୍: ୨୫ଟି ମାମଲା ରୁଜୁ, ୧୯ ଗିରଫ
ନୂଆଦିଲ୍ଲୀ : ହିଂସା ପରେ ଆକ୍ସନ୍ ଆରମ୍ଭ । ୨୫ଟି ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ୍ । ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ, ଭାରତୀୟ କିଷାନ ୟୁନିୟନ୍ ମୁଖପାତ୍ର ରାକେଶ ଟିକାୟତଙ୍କ ସମେତ ଅନେକ ଚାଷୀ ନେତାଙ୍କ ନାଁରେ ଏଫଆଇଆର ହୋଇଛି । ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫଦାରୀ…