Below header
Browsing Tag

farmer

ଆସନ୍ତାକାଲି ଓଡ଼ିଶା ବନ୍ଦ ପାଳନ : ଅନୁରୋଧ ସତ୍ତ୍ୱେ ଅଡି ବସିଛି ନବ ନିର୍ମାଣ କୃଷକ ସଂଗଠନ

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ଆସନ୍ତାକାଲି ନବ ନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ବନ୍ଦ ଡାକରା । ଏଥିଯୋଗୁଁ ଦିନକ ପରେ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି। ଏନେଇ ଆନ୍ଦୋଳନରୁ ଓହରିଯିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ…

ଏକ ଡ୍ରୋନ ତିଆରି କରି ଚାଷ କରୁଛନ୍ତି : ୨୦ ମିନିଟ ଚାର୍ଜରେ ଅଢେଇ ଏକର ଜମିରେ ସିଞ୍ଚନ

ଡ୍ରୋନ ମାଧ୍ୟମରେ ଫଟୋ ଓ ଭିଡିଓ ଉତ୍ତୋଳନ ହେଉଥିବା କଥା ଆପଣ ଯାଣିଥିବେ । କିନ୍ତୁ ଡ୍ରୋନ ସାହାଯ୍ୟରେ ଚାଷ କରାଯାଉଥିବା, ଆପଣ କେବେ ଦେଖିଛନ୍ତି ? ଯଦି ଦେଖି ନାହାନ୍ତି ଏହି ଖବରଟି ଆପଣଙ୍କ ପାଇଁ । ରାୟଗଡା ଜିଲ୍ଲାର ଜଣେ ଚାଷୀ କିଛି ଏଭଳି ଏକ କରିସ୍ମା କରିଦେଖାଇଛନ୍ତି ଯାହାଙ୍କୁ ଏବେ,…

ଦିଲ୍ଲୀରେ ଦମ୍‌ ଦେଖାଇବାକୁ ବିଜେଡି ତୟାର, ଧାନ ଏମ୍‌ଏସ୍‌ପି ନେଇ କାଲି ଶକ୍ତି ପ୍ରଦର୍ଶନ କରିବ ଦଳ

ଭୁବନେଶ୍ବର : ମହିଳାଙ୍କ ପରେ ଏବେ ଫୋକସ୍‌ରେ ଚାଷୀ । ଦିଲ୍ଲୀ ଦରବାରରେ ବିଜେଡି କରିବ ଶକ୍ତି ପ୍ରଦର୍ଶନ । ତାଲକୋଟ୍‌ରା ଷ୍ଟାଡିୟମରେରେ ବିକ୍ଷୋଭ କରିବ ଦଳ। ବିଜେଡି ସୁପ୍ରିମୋଙ୍କଠାରୁ ଆରମ୍ଭ କରି ଦଳୀୟ ନେତା, ମନ୍ତ୍ରୀ, ସାଂସଦ କେନ୍ଦ୍ର ବିରୋଧରେ ଗର୍ଜିବେ। ଓଡ଼ିଶାରୁ ଏକ ସ୍ୱତନ୍ତ୍ର…

କଳାହାଣ୍ଡି : ମରୁଡ଼ି ଘୋଷଣା ଦାବିରେ ରାଜରାସ୍ତାରେ ଶହଶହ ଚାଷୀ

ଧର୍ମଗଡ଼ (କେନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ନିକଟରେ କୋକସରା ଚାଷୀ ସଂଗଠନ ପକ୍ଷରୁ ଜାତୀୟ ରାଜପଥ ୨୬ ଅବରୋଧ କରିଛନ୍ତି। କୋସରା ବ୍ଳକ୍ କୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଫଳରେ ଜୟପୁର, ବୋରିଗୁମ୍ମା ଏବଂ ଭବାନୀପାଟଣାକୁ ଯାତାୟତ…

ନବରଙ୍ଗପୁର ମକା ଚାଷୀଙ୍କ ମୁହଁରେ ହସ

ନବରଙ୍ଗପୁର (କେନ୍ୟୁଜ୍) : ଜିଲ୍ଲାର ମକା ଚାଷୀଙ୍କ ମୁହଁରେ ହସ ଫୁଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତିକ୍ଷିତ ମକା ପ୍ରୋସେସିଂ କାରଖାନାର ଶୁଭ ଦେଇଛନ୍ତି । ଏସିଆ ମହାଦେଶରେ ମକା ଉତ୍ପାଦନରେ ନବରଙ୍ଗପୁର ଜିଲ୍ଲା ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଚାଷୀଙ୍କ ପାଇଁ…

ଗ୍ରାମାଞ୍ଚଳରେ କୃଷକ ପରିବାରଙ୍କ ମାସିକ ଆୟ ୪୩୮୨ ଟଙ୍କା : ରିପୋର୍ଟ

ଓଡ଼ିଶା ଗ୍ରାମାଞ୍ଚଳ କୃଷକ ପରିବାରଙ୍କ ଆୟ ଓ ଋଣ ସମ୍ପର୍କିତ ଜାତୀୟ ନମୁନା ସର୍ଭେ-ଏନ୍‌ଏସ୍‌ଓ ରିପୋର୍ଟ ପ୍ରକାଶିତ । ଏହି ସର୍ଭେ ୨୦୧୩ ଜାନୁଆରୀରୁ ଡିସେମ୍ବର ପର୍ୟ୍ୟନ୍ତ କରାଯାଇଥିଲା । ସର୍ଭେରୁ ଜଣାଯାଇଛି, ଓଡ଼ିଶାର ଗ୍ରାମାଞ୍ଚଳରେ କୃଷକ ପରିବାରଙ୍କ ମାସିକ ହାରାହାରି ଆୟ ୪ ହଜାର ୩୮୨…

ଚାଷୀଙ୍କ ପାଇଁ କାଳ ସାଜିଲା ବର୍ଷା : ପଚିଗଲା ଧାନତଳି, ଜମି ବାଲିଚର

ବନ୍ୟା ଛାଡିଯାଇଛି । କିନ୍ତୁ ଗତ କିଛି ଦିନର ଲଗାଣ ବର୍ଷା ଭାଙ୍ଗି ଦେଇଛି କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ମେରୁଦଣ୍ଡ । ବର୍ଷା ପାଣିରେ ବୁଡ଼ିରହି ତଳିସବୁ ପଚି ନଷ୍ଟ ହୋଇଯାଇଛି । ବର୍ଷକ ପାଇଁ ଦି ମୁଠା ଦାନା ଯୋଗାଡ କରିବା ଆଶାରେ ଯେଉଁ ଚାଷ ଆରମ୍ଭ କରାଯାଇଥିଲା ତାହା ଏବେ ଚାଷୀଙ୍କୁ ମହଙ୍ଗା…

ଭଦ୍ରକରେ ଉଦ୍ଧାର ହେଲା କୃଷକ ନେତାଙ୍କ ଝୁଲନ୍ତା ମୃତଦେହ

ଭଦ୍ରକ: ଧାମନଗର ଥାନା ଅଧିନସ୍ଥ ପାହିମହୁରା ଗ୍ରାମରେ ଗଣେ କୃଷକ ନେତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ତାରେ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଖଗେଶ୍ବର ସାହୁ। ତାଙ୍କ ଘର ପାହିମହୁରା ଗ୍ରାମରେ। ସୁଚନା ଅନୁଯାୟୀ ଗତକାଲି ଦୂଇଜଣ ଅଜଣା ବ୍ୟକ୍ତି ତାଙ୍କୁ ଘରୁ ଡାକି ନେଇ ଥିଲେ। ତେବେ ସେ ବିଳମ୍ବିତ…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ରାଜ୍ୟରେ ଚାଷୀ ଅସନ୍ତୋଷ !

ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଏଥିରେ ରାଜ୍ୟର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷୀମାନେ କହିଛନ୍ତି, ଦିନକୁ ଦିନ ଉତ୍ପାଦନ ଖର୍ଚ୍ଚ ବଢ଼ିଚାଲିଛି । ତେଣୁ ଏମଏସପି ୨ ଶହ ଟଙ୍କା ବୃଦ୍ଧିରେ କିଛି ଲାଭ…

ସନ୍ନିଙ୍କ ପରେ କ୍ଷେତ ଜଗୁଆଳି ସାଜିଛନ୍ତି କାଜଲ ଅଗ୍ରୱାଲ !

ହାଇଦ୍ରାବାଦ : ସନ୍ନି ଲିଓନିଙ୍କ ପରେ ଏବେ ଫସଲକୁ ଜଗୁଛନ୍ତି କାଜଲ ଅଗ୍ରୱାଲ୍। ତେଲେଙ୍ଗାନା ସାଙ୍ଗରେଡ଼ି ଜିଲ୍ଲାର ଗୋଲାପଲ୍ଲୀ ଗ୍ରାମରେ ଚାଷ ଜମିରେ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଫଟୋ ଲଗାଯାଇଥିବାର ଦେଖିବାକୁ ମିଳିଛି। ୩୦ ବର୍ଷିୟ ଚାଷୀ ଅନବର ନିଜର ୨ ଏକର ଚାଷ ଜମିକୁ ଖରାପ ନଜରରୁ ରକ୍ଷା…