Below header
Browsing Tag

farmland

ଚାଷ ଜମିରେ ସମୂଦ୍ର ଜୁଆର: ଚାଷ ଉଜାଡିବ କି ଲୁଣି ପାଣି, ଚିନ୍ତାରେ ଭଦ୍ରକ ଓରାସାହି ପଂଚାୟତର ଚାଷୀ?

ଭଦ୍ରକ (କେନ୍ୟୁଜ): ଆଷାଢ ଯାଇ ଶ୍ରାବଣ ହେଲା, ହେଲେ ଚାଷ ପାଇଁ ଯେତିକି ପରିମାଣର ବର୍ଷା ଦରକାର ଥିଲା ତାହା ହେଲାନାହିଁ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ରେ ସ୍ୱାଭାବିକ ବର୍ଷା ହୋଇପାରିନାହିଁ। ଜଳବାୟୁର ଏପରି ପରିବର୍ତ୍ତନ ତଥା ନିଅଣ୍ଟିଆ ବର୍ଷା ଚାଷୀ ପାଇଁ ସମସ୍ୟା ସୃଷ୍ଟି କରିଛି ।…