କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନାତୁଣୀ ବାହାଘରରେ ଖୁବ୍ ନାଚିଲେ ଫାରୁକ୍ ଅବଦୁଲ୍ଲା, ଭିଡ଼ିଓ ଭାଇରାଲ୍
ଅମୃତସର : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଙ୍କ ନାତୁଣୀ ସହରଇନ୍ଦର କୌର ଙ୍କ ବିବାହ ଉତ୍ସବରେ ବହୁ ରାଜନୈତିକ ଓ ଫିଲ୍ମ ଜଗତର ସେଲିବ୍ରେଟିମାନେ ଯୋଗଦେଇଥିଲେ । ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂହଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ୍ ବି ବିବାହରେ ପହଞ୍ଚିଥିଲେ । ଏମାନଙ୍କର ଫଟୋ ଓ…