ହସପିଟାଲରେ ସାଂସଦ ନୁସରତ ଜାହାଁଙ୍କ ବାପା, ଏବେ କେବଳ କରୋନା ରିପୋର୍ଟକୁ ଅପେକ୍ଷା
ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ନୁସରତ ଜାହାଁଙ୍କ ପିତା ମୋହମଦ୍ଦ ଶାହଜହାଁଙ୍କୁ ରବିବାରରୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ନୁସରତଙ୍କ ପିତାଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଥିବା ଅନେକ ଖବର ସାମ୍ନାକୁ ଆସିଥିଲା ।…