ପାରିବାରିକ କଳହରେ ବଳି ପଡ଼ିଲା ୬ ମାସର ଶିଶୁ କନ୍ୟା, ଝିଅକୁ ପିଟି ପିଟି ମାରିଦେଲା ନୃଶଂସ ବାପା
ବୌଦ୍ଧ(କେନ୍ୟୁଜ୍): ଝିଅକୁ ପିଟି ପିଟି ମାରିଦେଲା ନୃଶଂସ ବାପା । ପାରିବାରିକ କଳହରେ ବଳି ପଡିଗଲା ୬ ମାସର ଶିଶୁ କନ୍ୟା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନାରାୟଣପ୍ରସାଦ ଗାଁର ଅଭାବନୀୟ ଘଟଣା । ହତ୍ୟାକାରୀ ହେଲା ନାରାୟଣପ୍ରସାଦ ଗ୍ରାମର ଶ୍ୟାମ ଖଟୁଆ । ସୂଚନା ଅନୁଯାୟୀ, ଗ୍ରାମର ଶ୍ୟାମ…