ପାରିବାରିକ କଳହରୁ ନୃଶଂସ ପାଲଟିଲା ବାପା, ବ୍ଲେଡରେ ତିନି ବର୍ଷ ଝିଅର ବେକ କାଟିଦେଲା
କଟକ(କେନ୍ୟୁଜ୍):ମଦ ନିଶାରେ ପିଶାଚ ପାଲଟିଲା ବାପା। ବ୍ଲେଡରେ ତିନି ବର୍ଷ ଝିଅର ବେକ କାଟିଦେଲା ବାପା। ପାରିବାରିକ କଳହରୁ ନୃଶଂସ ପାଲଟିଲା ବାପା। ଭୁବନେଶ୍ବର ଉପକଣ୍ଠ ବାଳକାଟିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲୋକେ ଗୁରୁତର ଶିଶୁ କନ୍ୟାକୁ ଉଦ୍ଧାର କରି ପ୍ରଥମେ ବାଳକାଟି ଗୋଷ୍ଠୀ…