Browsing Tag

feature phone

ଝଟକା ଦେଲା ସାମସଙ୍ଗ: ଆଉ ବଜାରକୁ ଆସିବନି କି ପ୍ୟାଡ଼ ଫୋନ୍

ଭାରତରେ ସାମସଙ୍ଗ ତାର ଫିଚର ଫୋନ୍ କୁ ନେଇ ଏକ ବଡ ପଦକ୍ଷେପ ନେଇଛି । ରିପୋର୍ଟ ଅନୁଯାୟୀ ସାମସଙ୍ଗ ଧୀରେ ଧୀରେ ଭାରତୀୟ ବଜାରରେ ଏହାର ଫିଚର ଫୋନ୍ ବ୍ୟବସାୟ ବନ୍ଦ କରିବାକୁ ଯାଉଛି। କମ୍ପାନୀ ଏହାର ଉତ୍ପାଦନ ପାର୍ଟନର ଡିକ୍ସନ୍ ସହିତ ଚଳିତ ବର୍ଷ ଡିସେମ୍ବରରେ ଫିଚର ଫୋନର ଶେଷ ବ୍ୟାଚ୍ ଉତ୍ପାଦନ…