ଫେବୃଆରୀରେ ଏହି ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଦେଖିନିଅନ୍ତୁ
୨୦୨୨ ବର୍ଷ ଆରମ୍ଭ ହୋଇଯାଇଛି। ଜାନୁଆରୀ ମାସ ଶେଷ ହେବାକୁ ଲାଗିଲାଣି। ଏହା ସହିତ ଆରବିଆଇ ଫେବୃଆରୀ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ଲିଷ୍ଟ ଜାରି କରିଛି। ଫେବୃଆରୀ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ। ଫେବୃଆରୀ ମାସରେ ବସନ୍ତ ପଞ୍ଚମୀ, ଗୁରୁ ରବିଦାସ ଜୟନ୍ତୀ ସାର୍ବଜନୀନ ଛୁଟି ରହିଛି।…