Browsing Tag

female teacher suicide

ଲକଡାଉନ ସମୟରେ ମାନସିକ ଚିନ୍ତାରେ ଥିଲେ ଅଧ୍ୟାପିକା, ୧୭ ମହଲାରୁ ତଳକୁ ଡେଇଁ କଲେ ଆତ୍ମହତ୍ୟା

ନୋଏଡାର ସେକ୍ଟର ୭୮ ସ୍ଥିତ ଏକ ସୋସାଇଟିରେ ରହୁଥିବା ଜଣେ ଅଧ୍ୟାପିକା ଶନିବାର ରହୁଥିବା ନିଜ ସୋସାଇଟିର ୧୭ ମହଲା ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିବା ଅନୁଯାୟୀ ମହିଳା ଲକଡାଉନ ସମୟରେ ମାନସିକ ଚିନ୍ତାରେ ଥିଲେ। ପୋଲିସ କହିବାନୁଯାୟୀ ୩୫ ବର୍ଷୀୟା ଅଧ୍ୟାପିକା ଜଣଙ୍କ ସୋସିଟିର…