Browsing Tag

fighth

ବିଧାୟକଙ୍କ ଗିରଫ ଦାବିରେ ବେଗୁନିଆ ଥାନାରେ ଭଙ୍ଗାରୁଜା

ବେଗୁନିଆ (କେନ୍ୟୁଜ୍) : ବେଗୁନିଆ ଥାନାରେ ଭଙ୍ଗାରୁଜା । ବିଧାୟକଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକ ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଥାନାର ଜଣେ ଅଧିକାରୀ ମହେନ୍ଦ୍ର ସେଠୀ ଆହତ ହୋଇଛନ୍ତି । ଏଥିରେ ଥାନାର ବହୁ ଜିନିଷପତ୍ର ନଷ୍ଟ ହୋଇଛି । ବିଧାୟକ…