Below header
Browsing Tag

Film producer

ବଲିଉଡର ଲୋକପ୍ରିୟ ପ୍ରଯୋଜକ ଧୀରଜଲାଲ ଶାହାଙ୍କ ପରଲୋକ, କୋଭିଡ ଯୋଗୁଁ ବିଗିଡିଥିଲା ସ୍ୱାସ୍ଥ୍ୟାବସ୍ଥା

ବଲିଉଡ ପାଇଁ ଦୁଃଖଦ ଖବର । ୯୦ ଦଶକର ଲୋକପ୍ରିୟ ବଲିଉଡର ପ୍ରଯୋଜକ ଧୀରଜଲାଲ ଶାହାଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ହସପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ଦୀର୍ଘଦିନରୁ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଧୀରଜଲାଲ ଶାହାଙ୍କ…

ସାମ୍ବାଦିକ ସମ୍ମିଳନୀରେ ମୁହାଁ ମୁହିଁ ହେଲେ ସିନେ ପ୍ରଯୋଜକ, ପୋଲିସ ପହଞ୍ଚିବା ପରେ ଥମିଲେ

ଭୁବନେଶ୍ବର(କେନ୍ୟୁଜ୍): ଉତ୍କଳ ସିନେ ଚାମ୍ବର ଅଫ କମର୍ସରେ ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ହେଲେ ପ୍ରଯୋଜକ । ସଂଘ ଟୁଟୁ ନାୟକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରୁଥିଲା । କିନ୍ତୁ ଠିକ୍ ଏହି ସମୟରେ ଟୁଟୁ ନାୟକ ଓ ତାଙ୍କ ସମର୍ଥକ ସାମ୍ନାକୁ ଆସି ଅଭିଯୋଗ ମିଥ୍ୟା ବୋଲି ଦାବି କରିଥିଲେ ।…

ଅଭିନୟ ପରେ ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ଡେବ୍ୟୁ କଲେ କ୍ରିତି ସାନନ, ଲଞ୍ଚ କଲେ ନୂଆ ପ୍ରଡକ୍ସନ ହାଉସ

ବଲିଉଡରେ ନିଜର ଅଭିନୟ ଜରିଆରେ ପ୍ରାୟ ୯ ବର୍ଷ ହେବ ସମସ୍ତଙ୍କ ମନ ଜିଣିଛନ୍ତି ଅଭିନେତ୍ରୀ କ୍ରିତି ସାନନ। ସବୁବେଳେ କିଛି ନୂଆ କରିବାକୁ ଚାହୁଁଥିବା କ୍ରିତି ଏବେ ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଛନ୍ତି । କ୍ରିତି ବ୍ଲୁ ବଟରଫ୍ଲାଏ ନାମକ ଏକ ପ୍ରଡକ୍ସନ ହାଉସ ଲଞ୍ଚ କରିଛନ୍ତି ।…

ଅଭାବରୁ ସ୍ୱଭାବ ନଷ୍ଟ: ମିକ୍ସଚର ମେସିନ୍ ଚୋରି କରି ଧରାପଡ଼ିଲେ ଫିଲ୍ମ ପ୍ରଯୋଜକ

(କେନ୍ୟୁଜ): ଚୋର ସାଜିଥିଲେ ଓଡ଼ିଆ ଫିଲ୍ମ ପ୍ରଯୋଜକ । ଧରା ପକାଇଦେଲା ଫୋନ ପେ । ଫିଲ୍ମ ଷ୍ଟାଇଲରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ମିକ୍ସର ମେସିନ ଚୋରୀକରି ଭୁବନେଶ୍ୱରରେ ବିକ୍ରି କରିଥିଲେ । ଗତ ୬ ତାରିଖ ରାରି ୩ଟାରେ ଖଲ୍ଲିକୋଟ ଫରେଷ୍ଟ ଅଫିସ ଆଗରୁ ପ୍ରମୋଦ ସାହୁଙ୍କ ମିକ୍ସର ମେସିନଟିକୁ…