Below header
Browsing Tag

finance agent

ସୁନା ବନ୍ଧକ ରଖିଥିବା ଗ୍ରାହକଙ୍କୁ ନ ଜଣାଇ ସୁନା ନିଲାମ କରିଦେଲା ଘରୋଇ ଫାଇନାନ୍ସ ସଂସ୍ଥା

କେନ୍ଦ୍ରାପଡ଼ା(କେନ୍ୟୁଜ୍‌): ଘରୋଇ ଫାଇନାନ୍ସ ସଂସ୍ଥାରେ ସୁନା ବନ୍ଧକ ରଖିଥିଲେ । ବିନା ନୋଟିସ୍‌ରେ ସୁନା ନିଲାମ କରିଦେଲେ ଫାଇନାନ୍ସ ସଂସ୍ଥା । ପ୍ରାଇଭେଟ ଫାଇନାନ୍ସ ସଂସ୍ଥାରେ ସୁନା ପକାଇ ଋଣ ନେଲେ । ସୁଧ ଟଙ୍କା ବି ଦେଲେ । ମାତ୍ର କୌଣସି ନୋଟିସ ନଦେଇ ଗ୍ରାହକଙ୍କ ଅଜାଣତରେ ସୁନା ନିଲାମ…

ମହଙ୍ଗା ପଡିଲା ମିଛ ଅପହରଣ ନାଟକ, ବନ୍ଧା ହେଲେ ଫାଇନାନ୍ସ କର୍ମଚାରୀ

ମହାକାଳପଡା(କେନ୍ୟୁଜ୍): ମହଙ୍ଗା ପଡିଲା ମିଛ ନାଟକ। ଫାଇନାନ୍ସ ଏଜେଣ୍ଟ ସ୍ବାଗତ ସାମଲକୁ ଗିରଫ କଲା କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକ ପୋଲିସ। ଟଙ୍କା ହଡପ ପାଇଁ ନିଜେ ନିଜର ଅପହରଣ କରିଥିଲେ ମହାକାଳପଡା ଫାଇନାନ୍ସ କମ୍ପାନୀ ଏଜେଣ୍ଟ । କମ୍ପାନୀର ୨ ଲକ୍ଷ ୬୫ ହଜାର ଟଙ୍କା ହଡ଼ପ କରିବାକୁ…