ପୁରୀରେ ଏସିଡ ମାଡ଼, ୯ ଆହତ
ପୁରୀ : ପୁରୀରେ ଏସିଡ ମାଡ଼ । ଏଥିରେ ୯ ଜଣ ଆହତ ହୋଇଛନ୍ତି । ପୁରୀ ସିଦ୍ଧାମହାବୀର ଚମାରସାହିରେ ୨ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଏସିଡ ମାଡ଼ ହୋଇଛି। ଉଭୟ ପରିବାରରୁ ୯ ଜଣ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବରପାଇ ସିଟି ଡିଏସପି ,କୁମ୍ଭାରପଡ଼ା ଓ ତାଳବଣିଆ ଥାନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗୋଟିଏ…
Read More...