Below header
Browsing Tag

fire catch crop field

ବାଲେଶ୍ୱର ଧୂଳିଉଡା ଗାଁରେ ଅଗ୍ନିକାଣ୍ଡ, ୪୦ ଏକରରୁ ଉର୍ଦ୍ଧ୍ୱ ଜମି ପୋଡି ପାଉଁଶ

ବାଲେଶ୍ୱର(କେନ୍ୟୁଜ୍) : ନିଆଁ ଲାଗି ଜଳିଗଲା ଏକର ଏକର ଫସଲ। ବାଲେଶ୍ୱର ବସ୍ତା ବ୍ଲକ ଧୂଳିଉଡା ଗାଁରେ ଅଗ୍ନିକାଣ୍ଡ ଘଟି ୪୦ ଏକରରୁ ଉର୍ଦ୍ଧ୍ୱ ଜମି ପୋଡି ପାଉଁଶ ହୋଇଯାଇଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଚାହୁଁ ଚାହୁଁ ଏକର ଏକର ଜମିରେ ଫସଲ ଜଳିପୋଡି ପାଉଁଶ ହୋଇଯାଇଥିଲା। ଜମିକୁ…