Browsing Tag

fire six bike

ଭଉଣୀ ବାହାଘରରେ ଭାଇର ଉନ୍ମତ୍ତ କାଣ୍ଡ, ୬ଟି ବାଇକ୍‌ରେ ଲଗାଇ ଦେଲା ନିଆଁ

ବାଲେଶ୍ୱର(କେନ୍ଯୁଜ୍): ଭଉଣୀ ବାହାଘରରେ ଭାଇର ଉନ୍ମତ୍ତ କାଣ୍ଡ । ୬ଟି ବାଇକ୍‌ରେ ନିଆଁ ଲଗାଇ ଦେଲା ଭାଇ। ବାଲେଶ୍ୱର ସହର ଉପକଣ୍ଠ କରଞ୍ଜିଆ ଭୋଇସାହିରେ ଏହି ଘଟଣା ଘଟିଛି। ଭଉଣୀ ବାହାଘରରେ ପରିବାର ଲୋକଙ୍କ ସହ ଝଗଡ଼ା କରି ଭାଇ ଏହି କାଣ୍ଡ କରିଛି। ଯୁବକ ଜଣକ ହେଲେ ସୌରଭ। ନୀଳଗିରିର ଏକ…