Below header
Browsing Tag

firecrackers seized

କରଞ୍ଜିଆ NACରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କରଞ୍ଜିଆ(କେନ୍ୟୁଜ୍): ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ । ଗତକାଲି ରାତିରେ କରଞ୍ଜିଆ ପୋଲିସ କୌଣସି ସୂତ୍ରରୁ ଖବରପାଇ କରଞ୍ଜିଆ NACରେ ଏକ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗଛିତ ବେଆଇନ ବାଣ ଜବତ କରିଛି କରଞ୍ଜିଆ ପୋଲିସ ।…

ଜଗତପୁର ଅଞ୍ଚଳରେ ବେଆଇନ୍ ବାଣ ଗୋଦାମ ଉପରେ କମିଶନରେଟ୍‌ ପୋଲିସର ରେଡ୍: ୧୦ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ, ୩ ଅଟକ

ଜଗତପୁର: ପୁଣି ବେଆଇନ୍ ବାଣ ଗୋଦାମରେ ରେଡ୍‌। ବେଆଇନ ଭାବେ ବାଣ ତିଆରି କରିବା ଓ ଗଛିତ ରଖିବା ଅଭିଯୋଗରେ ଜଗତପୁର ଅଞ୍ଚଳରେ ଚଢାଉ କରିଛି କମିଶନରେଟ୍‌ ପୋଲିସ। ଚଢାଉ ବେଳେ ବିପୁଳ ପରିମାଣର ବାଣ ଓ ବାଣ ତିଆରି ସରଞ୍ଜାମ ଜବତ କରାଯାଇଛି। ଜବତ ବାଣର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ।…

ମୟୂରଭଞ୍ଜ: ବାଛୁରିପଦାରେ ବେଆଇନ ବାଣ କାରଖାନା ଉପରେ ଚଢାଉ, ୧୦୦ କେଜି ବିସ୍ଫୋରକ ସହ ବିଭିନ୍ନ ସାମଗ୍ରୀ ଜବତ

ମୟୂରଭଞ୍ଜ(କେନ୍ୟୁଜ୍): ଆଗକୁ ଦିପାବଳୀ । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ କାରଖାନାରେ ବେଆଇନ ଭାବେ ବାଣ ତିଆରି ହେଉଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ବୈଶିଙ୍ଗା ବାଛୁରିପଦାରେ ଥିବା ଏକ ବାଣ କାରଖାନାରେ ଚଢାଉ ହୋଇଛି । ୧୦୦ କେଜି ବିସ୍ଫୋରକ ସହ ବାଣ ତିଆରି ସାମଗ୍ରୀ ଓ ବହୁ…